ଦର୍ଶକବନ୍ଧୁ, ଏହି ଭିଡିଓ ରେ ମୁଁ ଆପଣମାନଙ୍କୁ ଆପଣଙ୍କ ବ୍ୟାଙ୍କ୍ ଖାତା କୁ କିପରି ସୁରକ୍ଷିତ ରଖିବେ ଏବଂ ବ୍ୟାଙ୍କ୍ ରୁ ଠକି ନେଇଯାଉଥିବା ପଇସା କୁ କିପରି ବଞ୍ଚେଇକି ରଖିବେ, ସେ ବିଷୟରେ ଜଣେଇଛି। ଆଜିକାଲି ଅଧିକ ବ୍ୟାଙ୍କ୍ ଆକାଉଣ୍ଟ୍ ସୂଚନା ସବୁ ଚୋରି ହେଉଛି। ସେ ସବୁ ଆପଣଙ୍କ କିଛିଟା ସାମାନ୍ୟ ଭୁଲ୍ ଯୋଗୁ ହିଁ ହେଉଛି। ଫ୍ୟାକ୍ଟ ଓଡ଼ିଶା ରେ ଆପଣଙ୍କୁ ସମ୍ପୂର୍ଣ୍ଣ ସୂଚନା ମିଳିବ ଯେ କିପରି ଆପଣ ସେଭଳି ଠକ ମାନଙ୍କ ଠୁ ଆପଣ ଖାତା ରୁ ଟଙ୍କା ଚୋରି ହେବାରୁ ବଞ୍ଚେଇବ ମାତ୍ର କିଛିଟା ଛୋଟ ସୂଚନା ମାଧ୍ୟମରେ। ଆଶା କରୁଛି ଭିଡିଓ ଟି ଆପଣଙ୍କୁ ପସନ୍ଦ ଆସିବ।
କିଛିଟା ଭଲ UPI ଥିବା ଆପ୍ଲିକେସନ
Google Tez(51 ଟଙ୍କା ପାଆନ୍ତୁ)
https://g.co/tez/hc60d
ଫୋନ ପେ/ Phone Pe (75 ରୁ 7500 ପର୍ଯ୍ୟନ୍ତ ଟଙ୍କା ପାଆନ୍ତୁ)
Get up to Rs.1000 cashback! Link your bank account and do your first money transfer on #PhonePe. Use my link -
https://phon.pe/ru_sunie6rjx
~~~~~~~~~~~~~~~~~~~~~~~
Hello Friends,
Welcome To Our Odia Dailymotion Channel FACTODISHA.
Here You'll Get All Types 0f TECHNICAL Knowledge & scientific facts.
I make special videos on Every Saturday or Sunday.
For Any Business Inquiries Visit
www.factodisha@gmail.com
Our Facebook Page for Latest News
https://facebook.com/factodisha
Follow Me Here
https://facebook.com/slovespriya
https://twitter.com/slovespriya
https://instagram.com/slovespriya
Thanks for Support.